ଆଞ୍ଚଳିକ ରାଜ୍ୟରେ ଆସନ୍ତା ୧୧ରୁ ୧୩ ତାରିଖ ଯାଏ ହାଲୁକା ବା ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା। By Dunia Halchal - November 9, 2021 232 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୯/୧୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଆସନ୍ତା ୧୧ରୁ ୧୩ ତାରିଖ ଯାଏ ହାଲୁକା ବା ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା । ଏବଂ ମେଘୁଆ ପାଗ ସହ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ଆଶଙ୍କା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ । Advertisement