ADVERTISEMENT
Home ରାଜ୍ୟ ମଧ୍ୟପ୍ରଦେଶ ଭୋପାଲର କମଳା ନେହରୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ୪ଜଣ ଶିଶୁଙ୍କ ମୃତ।

ମଧ୍ୟପ୍ରଦେଶ ଭୋପାଲର କମଳା ନେହରୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ୪ଜଣ ଶିଶୁଙ୍କ ମୃତ।

153
ADVERTISEMENT

ଭୋପାଳ,୯/୧୧(ଡ଼ି.ଏଚ ବ୍ୟୁରୋ):-ମଧ୍ୟପ୍ରଦେଶ ଭୋପାଳର କମଳା ନେହରୁ ହସ୍ପିଟାଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ହସ୍ପିଟାଲର ଶିଶୁ ବିଭାଗରେ ୪ଜଣ ଶିଶୁଙ୍କ ମୃତ ହୋଇଥିବାବେଳେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା । ଏବଂ ବିଦ୍ୟୁତ ସର୍ଟ ସର୍କିର୍ଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ । ଓ୍ବାର୍ଡରେ ୪୦ ଜଣ ଶିଶୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ମୃତ୍ୟୁବରଣ କରିଛନ୍ତି ଓ ଅବଶିଷ୍ଟ ୩୬ ଜଣଙ୍କୁ ଉଦ୍ଧାର କରାଯାଇଛି ।

Advertisement