ADVERTISEMENT
Home ରାଜ୍ୟ ମହାରାଷ୍ଟ୍ରର ଅହମ୍ମଦନଗର ସ୍ଥିତ ସିଭିଲ ହସ୍ପିଟାଲରେ ବଡ଼ଧରଣର ଅଗ୍ନିକାଣ୍ଡ ।

ମହାରାଷ୍ଟ୍ରର ଅହମ୍ମଦନଗର ସ୍ଥିତ ସିଭିଲ ହସ୍ପିଟାଲରେ ବଡ଼ଧରଣର ଅଗ୍ନିକାଣ୍ଡ ।

170
ADVERTISEMENT

ମହାରାଷ୍ଟ୍ର,୬/୧୧(ଡ଼ି.ଏଚ ବ୍ୟୁରୋ):-ମହାରାଷ୍ଟ୍ରର ଅହମ୍ମଦନଗର ସ୍ଥିତ ସିଭିଲ ହସ୍ପିଟାଲରେ ବଡ଼ଧରଣର ଅଗ୍ନିକାଣ୍ଡ । ନିଆଁ ଲାଗିବା ଫଳରେ ସ୍ପିଟାଲରେ ଚିକିତ୍ସାସଧୀନ ଥିବା ୧୦ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ । ଏବଂ ଏସିରେ ସର୍ଟ ସର୍କିଟ ହେତୁ ଏହି ନିଆଁ ଲାଗିଥିବା ସୂଚନା ।

Advertisement