ଢେଙ୍କାନାଳ,୧୧/୦୮(ନରେନ୍ଦ୍ର ଜେନା ) : ଢେଙ୍କାନାଳ ଟ୍ରାଫିକ ପୋଲିସ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ବିରାଟ ରାଲି କରିଥିଲେ। ସେମାନେ ଷ୍ଟାଡ଼ିଏମ ଠାରୁ ବାହାରି ବାଦିଚୋୖକ ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରାରେ କରିଛନ୍ତି । ସମସ୍ତ ଯାତ୍ରୀମାନଙ୍କର ଯାତାୟାତର ସୁଗମନ ଅବା ସୁବିଧା ନିମନ୍ତେ ସମସ୍ତ ଛକ ମାନଙ୍କରେ ସି.ସି କେମେରା ସଂଲଗ୍ନ କରାଯାଇଛି । ଯାହା ଫଳରେ ସି.ସି.କେମେରା ନଜରରେ ସବୁ ରହିଛି ବୋଲି ପ୍ରଚାର କରି ପଦଯାତ୍ରା କରିଥିଲେ । ତିନି ଦିନ ବ୍ୟାପି ଏହି ରାଲି ଚାଲିବ ।