ଆଜି ପୁରୀ ଗସ୍ତରେ ୫ଟି ସଚିବ ଭି. କେ ପାଣ୍ଡିଆନ୍ ।

164
ADVERTISEMENT

ପୁରୀ,୬/୧୧(ଡ଼ି.ଏଚ ବ୍ୟୁରୋ):-ପୁରୀକୁ ବିଶ୍ୱ ପର୍ଯ୍ୟଟନରେ ସ୍ଥାନ ଦେବାକୁ ରାଜ୍ୟ ସରକାର ପକ୍ଷରୁ ଜୋରଦାର ପ୍ରୟାସ ।ଏନେଇ ଆଜି ପୁରୀ ଗସ୍ତରେ ୫ଟି ସଚିବ ଭି. କେ ପାଣ୍ଡିଆନ୍ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ କରିଛନ୍ତି ଆଲୋଚନା ।

Advertisement