ଗଞ୍ଜାମ ,୫/୧୧ (ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପାଲୁରଗଡ଼ ଗାଁରେ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏବଂ ତଦନ୍ତ ପାଇଁ ଯାଇଥିବା ପୋଲିସ ଉପରକୁ ପଥର ମାଡ଼ ସହ ପୋଲିସ ଗାଡିର କାଚ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ଏଥିରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ରମ୍ଭା ଥାନା ପୋଲିସ ପକ୍ଷରୁ ଉଭୟ ଗୋଷ୍ଠୀର ୫ ଜଣ ଅଟକ ।

















