ବ୍ରହ୍ମପୁର,୫/୧୧ (ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ମୃତକ ପୂର୍ବତନ ସରପଞ୍ଚ ହେଲେ ଅନନ୍ତେଇର ପ୍ରଦୀପ ବିଷୋୟୀ । ସେ କିଛି ଦିନ ପୂର୍ବରୁ ଜେଲ୍ ରୁ ମୁକୁଳିଥିଲେ । ତେବେ ପ୍ରଦୀପଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

















