ଆସନ୍ତା ରବି ଋତୁ ପାଇଁ ୨୦୦୦ ଟଙ୍କା ଲେଖାଏଁ ପାଇବେ କାଳିଆ ସହାୟତା ।

172
ADVERTISEMENT

ପୁରୀ,o୩/୧୧ (ଡ଼ି.ଏଚ ବ୍ୟୁରୋ):-ପୁରୀ ଜିଲ୍ଲାର ଚାଷୀମାନେ ଆସନ୍ତା ରବି ଋତୁ ପାଇଁ ୨୦୦୦ ଟଙ୍କା ଲେଖାଏଁ ପାଇବେ କାଳିଆ ସହାୟତା । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ଉପକୃତ ହେବେ । ଏବଂ ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

Advertisement