କୋଟିଆ,o୩/୧୧ (ଡ଼ି.ଏଚ ବ୍ୟୁରୋ):-କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି। ଜଙ୍ଗଲ ଜମି ପଟ୍ଟା ବାଣ୍ଟିଲେ ଆନ୍ଧ୍ର ଅଧିକାରୀ ସହ ସାଲୁର ବିଧାୟକ । କୋଟିଆର ତାଡିୱ୍ବାଲସାଠାରେ ସଭାର ଆୟୋଜନ କରି ୩୦୦ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିବା ସହ ୯ ଲକ୍ଷ ଟଙ୍କା ବ୍ୟୟରେ ଆଦିବାସୀଙ୍କ ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ଆନ୍ଧ୍ର ବିଧାୟକ ଓ ଅଧିକାରୀ ।


















