ଭୁବନେଶ୍ୱର,୦୨/୧୧ (ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀରୁ ପୁଣି ଜବତ ହେଲା ଧଳାଜହର । ଚନ୍ଦ୍ରଶେଖରପୁର ପଣ୍ଡାସାହିରେ ଅବକାରୀ ବିଭାଗ ର ଚଢାଉ ବେଳେ ୧୦୦ ଗ୍ରାମ ଓ଼ଜ଼ନର ବ୍ରାଉନସୁଗାର ଜବତ ସହ ଦୁଇ ଜଣ ବ୍ରାଉନସୁଗାର ବେପାରୀ ଗିରଫ ।ଏବଂ ସେମାନେ ଛୋଟ ଛୋଟ ପୁଡିଆ କରି ଏହି ନିଶାଦ୍ରବ୍ୟକୁ ବିକ୍ରି କରୁଥିଲେ ।


















