ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ହରିହର ନାମକ ବସ୍ ।

287
ADVERTISEMENT

ଖଲିକୋଟ ,୩୦/୧୦(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଖଲିକୋଟ ନିକଟରେ ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ହରିହର ନାମକ ବସ୍ । ପାତ୍ରପୁରରୁ ଭୁବନେଶ୍ୱର ଯିବା ବେଳେ ବସଟି ଦୁର୍ଘଟଣାର ଶିକାର ହୋଇଥିବାବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା । ଏବଂ ଘଟଣାସ୍ଥଳରେ ଛତ୍ରପୁର ପୁଲିସର ତଦନ୍ତ ଜାରି ।

Advertisement