Saturday, August 29, 2026
ADVERTISEMENT
Home ରାଜ୍ୟ ହରିୟାନାର ଝଜ୍ଜର ଜିଲ୍ଲା ବାହାଦୂରଗଡରେ ମହିଳା ଚାଷୀଙ୍କୁ ଉପରେ ମାଡିଗଲା ଟ୍ରକ ।

ହରିୟାନାର ଝଜ୍ଜର ଜିଲ୍ଲା ବାହାଦୂରଗଡରେ ମହିଳା ଚାଷୀଙ୍କୁ ଉପରେ ମାଡିଗଲା ଟ୍ରକ ।

140
ADVERTISEMENT

ହରିୟାନା,୨୮/୧୦(ଡ଼ି.ଏଚ ବ୍ୟୁରୋ):-ହରିୟାନାର ଝଜ୍ଜର ଜିଲ୍ଲା ବାହାଦୂରଗଡରେ ମହିଳା ଚାଷୀଙ୍କୁ ଉପରେ ମାଡିଗଲା ଟ୍ରକ । ଫଳରେ ତିନି ଜଣ ମହିଳାଙ୍କର ମୃତ୍ୟୁ ଓ ଅନ୍ୟ କେତେ ଜଣ ଗୁରୁତର ଭାବେ ଆହତ ହୋଇସ୍ଥାନୀୟ ହସ୍ପିଟାଲରେ ଭର୍ତି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର୍ ଥିବାବେଳେ ଘଟଣାସ୍ଥଳରେ ପୋଲିସ ର ତଦନ୍ତ ଜାରି ।ସେମାନେ କୃଷକଙ୍କ ଆନ୍ଦୋଳନ ସାରି ଘରକୁ ଫେରୁଥିଲେ ।

Advertisement