ADVERTISEMENT
Home ରାଜ୍ୟ ଜମ୍ମୁ ଓ କଶ୍ମୀରର ଠଥରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଜମ୍ମୁ ଓ କଶ୍ମୀରର ଠଥରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

152
ADVERTISEMENT

ଜମ୍ମୁ,କଶ୍ମୀର ,୨୮/୧୦(ଡ଼ି.ଏଚ ବ୍ୟୁରୋ):-ଆଜି ଜମ୍ମୁ ଓ କଶ୍ମୀରର ଠଥରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ମିନି ବସ୍ ଖାଇରେ ପଡ଼ିଯିବାରୁ ୮ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ କେତେ ଜଣ ଆହତ ହୋଇସ୍ଥାନୀୟ ହସ୍ପିଟାଲ ରେ ଭର୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରବର୍ଗଙ୍କ ପାଇଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି। ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ନିର୍ଦେଶ ଦେଇଛନ୍ତି।

Advertisement