କମିସନରେଟ୍ ପୁଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।

126
ADVERTISEMENT

ଭୁବନେଶ୍ବର,୨୮/୧୦(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବର କମିସନରେଟ୍ ପୁଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସରକାରୀ କ୍ବାର୍ଟର ଓ ପୈତୃକ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଭିଜିଲାନ୍ସର ସ୍ବତନ୍ତ୍ର ଜର୍ଜଙ୍କ ନିର୍ଦ୍ଧେଶ କ୍ରମେ ଚଢ଼ାଉ ଜାରି ଥିବା ସୂଚନା । ଏବଂ ମନୀଷ ଅନୁରାଗ ହତ୍ୟା ମାମଲାରେ କନଷ୍ଟେବଳ ପ୍ରସନ୍ନ କୁମାର ବେହେରା ଚାକିରିରୁ ବହିଷ୍କୃତ ହୋଇଥିଲେ।

Advertisement