ଭୁବନେଶ୍ୱର ,୨୬/୧୦(ଡ଼ି.ଏଚ ବ୍ୟୁରୋ):-ଥରାଇବ ଶୀତର ଲହରୀ । ଚଳିତ ବର୍ଷ ଉତ୍ତର ଭାରତ ସମେତ ଅନେକ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ହେବ । ଜବର ଜାଡ଼ ଅନୁଭୂତ ହେବା ସହ ସ୍ୱାଭାବିକଠାରୁ ପାରଦ ଅଧିକ ଖସିବ । ଏବଂ ଓଡ଼ିଶାରେ ବି ଶୀତ ଲହରୀ ପ୍ରକୋପ ଅସହ୍ୟ ରହିବ । ଏନେଇ ପାଣିପାଗ ବିଶେଷଜ୍ଞ ପକ୍ଷରୁ ପୂର୍ବାନୁମାନ ।


















