କଙ୍କୋରଡା ,୨୫/୧୦ (ସପନ ଦାସ ):--ଆଜି କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର +୩ଛାତ୍ରଛାତ୍ରୀ ଙ୍କ ବିଦ୍ୟୁତ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ I ଏହି କାର୍ଯ୍ୟକ୍ରମରେ ସମସ୍ତ +୩ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନଗର ପରିକ୍ରମା କରିଥିଲେ I ଏବଂ ସେମାନେ ଏଲଇଡି ବଲ୍ବର ବ୍ୟବହାର ଓ ବିଦ୍ୟୁତ ଶକ୍ତି ସଂରକ୍ଷଣ ଉପରେ ବିଶେଷ ଆଲୋକପାତ କରି ଜନ ମାନସରେ ସଚେତନତା ସୃଷ୍ଟି କରିଥିଲେ I ଏଥିରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ I


















