ଭୁବନେଶ୍ୱର ,୨୪/୧୦(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀରେ ମହିଳାଙ୍କ ଉପରେ ଚଢିଗଲା କାର୍ । ୟୁନିଟ ୧ ଆଦିବାସୀ ପଡିଆ ନିକଟରେ ଏକ କାର ମୋଟର ସାଇକେଲକୁ ଧକ୍କା ଦେଇ ଦୁଇ ମହିଳାଙ୍କ ଉପରେ ଚଢି ଯାଇଥିବା ସୂଚନା । ଏଥିରେ ଦୁଇ ମହିଳା ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ଥିବାବେଳେ ଘଟଣାସ୍ଥଳରେ କାରକୁ ଜବତ କରିବା ସହ କାର ଚାଳକଙ୍କୁ ଅଟକ ରଖି ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

















