ଆଜି କୁମାର ପୂର୍ଣ୍ଣିମା ।

120
ADVERTISEMENT

ଭୁବନେଶ୍ୱର ,୨୦/୧୦(ଡ଼ିଏଚ.ବ୍ୟୁରୋ):-ଆଜି କୁମାର ପୂର୍ଣ୍ଣିମା । ଏହି ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ । ସେହିଭଳି କୁମାର ପୂର୍ଣ୍ଣିମାରେ କୁମାରୀମାନେ ନୂଆ ବସ୍ତ୍ର ପରିଧାନ କରିବା ସହ କୁଙ୍କୁମ ଚନ୍ଦନରେ ନିଜକୁ ସଜେଇ ହୋଇ କୁମାର ଉତ୍ସବ ପାଳନ କରନ୍ତି ।

Advertisement