କାଠଯୋଡ଼ି ନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ମିଳିଲା ମୃତଦେହ ।

113
ADVERTISEMENT

ଭୁବନେଶ୍ୱର ,୨୦/୧୦(ଡ଼ିଏଚ.ବ୍ୟୁରୋ):-କାଠଯୋଡ଼ି ନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ମିଳିଲା ମୃତଦେହ । ମୃତକ ହେଲେ ଭୁବନେଶ୍ୱର ଖାରବେଳ ନଗରର ସପନ ବେହେରା । ସେ ବ୍ରିଜ୍ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡିଥିଲେ । ହେଲେ କଣ ପାଇଁ ନଦୀକୁ ଡେଇଁଲେ , ସେନେଇ କିଛି ସ୍ପଷ୍ଟ ସୂଚନା ନଥିବାବେଳେ କିଛି ଘଣ୍ଟାର ଖୋଜାଖୋଜି ପରେ ସପନଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ ।

Advertisement