କେରଳ,୧୯/୧୦(ଡ଼ିଏଚ. ବ୍ୟୁରୋ):-କେରଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଲଗାଣ ବର୍ଷା ପାଇଁ ଜଳସ୍ତର ବଢ଼ୁଥିବାରୁ କେରଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି । ଏବଂ ୧୧ଟି ଡ୍ୟାମ ପାଇଁ ଦିଆଯାଇଥିବା ହାଇ ଆଲର୍ଟକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସୂଚନା ।
















