କୋଭିଡ ସଂକ୍ରମଣରେ ପ୍ରାଣ ହରାଇଥିବା ଗରିବ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ।

9
ADVERTISEMENT

କେରଳ,୧୪/୧୨ (ଡ଼ିଏଚ.ବ୍ୟୁରୋ):-କେରଳ ସରକାର ପକ୍ଷରୁ କୋଭିଡ ସଂକ୍ରମଣ ରେ ପ୍ରାଣ ହରାଇଥିବା ଗରିବ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ବ୍ୟତୀତ ଅତିରିକ୍ତ ୫୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ କେବଳ ଗରିବ ପରିବାର କେରଳ ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବେ ।

Advertisement