ଆଞ୍ଚଳିକଗଞ୍ଜାମ ମା ତାରାତାରିଣୀଙ୍କ ମନ୍ଦିରରେ ଅଘଟଣ । By Dunia Halchal - October 13, 2021 164 Share FacebookTwitterPinterestWhatsApp ADVERTISEMENT ପୁରୁଷୋତ୍ତମପୁର ,୧୩/୧୦(ଡ଼ିଏଚ. ବ୍ୟୁରୋ):-ମହାଷ୍ଟମୀରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀଙ୍କ ମନ୍ଦିରରେ ଅଘଟଣ । ଦୁଇଟି ଅସ୍ଥାୟୀ ଦୀପଘରେ ଭୟାବହ ଅଗ୍ନିକାଣ୍ଡ I ଫଳରେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବାବେଳେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା । Advertisement