ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଜ୍ବରର ଆତଙ୍କ ।

16
ADVERTISEMENT

ବ୍ରହ୍ମପୁର ,୧୩/୧୦(ଡ଼ିଏଚ. ବ୍ୟୁରୋ):-ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଜ୍ବର ର ଆତଙ୍କ ଅଣାୟତ୍ତ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ବ୍ଲକ୍କୁ ଡେଙ୍ଗୁ ଜ୍ୱର ମାଡ଼ି ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଡେଙ୍ଗୁ ପଜିଟିଭ ଙ୍କ ସଂଖ୍ୟା ୧୫୨ରେ ପହଞ୍ଚିଛି। ଫଳରେ ଏହା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

Advertisement