ରେଳ ବିଭାଗରେ ଚାକିରି କରାଇବାକୁ ନେଇ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ।

17
ADVERTISEMENT

ବାରିପଦା ,୧୨/୧୦(ଡ଼ିଏଚ.ବ୍ୟୁରୋ):-ରେଳ ବିଭାଗରେ ଚାକିରି କରାଇବାକୁ ନେଇ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ଜୋଡ଼ା ଅଞ୍ଚଳର ଜଣେ ରେଳ ବିଭାଗର ଅଧିକାରୀ କିଶୋର ଚନ୍ଦ୍ର ବେହେରା। । ଏବଂ ସେ ଗ୍ରୁପ ସି ଓ ଡି ବିଭାଗର ସିଲେକ୍ସନ କମିଟିର ସଦସ୍ୟ ଥିଲେ ବୋଲି ସୂଚନା ।

Advertisement