ମହୁମାଛି ଆକ୍ରମଣରେ ବାପ, ଝିଅ ମୃତ୍ୟୁ ।

17
ADVERTISEMENT

ସୁନ୍ଦରଗଡ଼ ,୧୧/୧୦(ଡ଼ିଏଚ.ବ୍ୟୁରୋ):ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ପାନପୋଷ ଠାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ବାପ, ଝିଅଙ୍କ ମୃତ୍ୟୁ । ମୃତକ ହେଲେ ଗୁରୁ ବନଛୋର(୬୫) ଓ ଝିଅ ମିନା ବନଛୋର(୨୬) । ଦୁହେଁ ଜଙ୍ଗଲକୁ କାଠ ଆଣିବାକୁ ଯାଇ ଫେରିବା ବେଳେ ମହୁମାଛି ଆକ୍ରମଣ କରିଥିଲା ।

Advertisement