ଆଜି ଘଟଗାଁ ମା ତାରିଣୀଙ୍କ ପୀଠରେ ଷଷ୍ଠୀପୂଜା ।

18
ADVERTISEMENT

ଭୂବନେଶ୍ୱର,୧୧/୧୦(ଡ଼ିଏଚ.ବ୍ୟୁରୋ):ଆଜି ନବରାତ୍ରୀର ପଞ୍ଚମ ଦିନ ରେ ଶକ୍ତିପୀଠ ଗୁଡିକରେ ମହା ସପ୍ତମୀ ପୂଜା ପାଳିତ ହେଉଥିବା ବେଳେ ମଣ୍ଡପ ଗୁଡିକରେ ଷଷ୍ଠୀ ପୂଜା ପାଳନ ହେଉଛି। ଏହି ଅବସରରେ ଆଜି ଘଟଗାଁ ମା ତାରିଣୀଙ୍କ ପୀଠରେ ପାଳିତ ହେଉଛି ଷଷ୍ଠୀ ପୂଜା । ଏବଂ ଆସନ୍ତାକାଲି ଠାରୁ ସୁନା ବେଶରେ ଦର୍ଶନ ଦେବେ ମା’ ତାରିଣୀ।

Advertisement