ଭିଜିଲାନ୍ସ ଜାଲରେ ଦେବଗଡ କନିଷ୍ଠ ଯନ୍ତ୍ରୀ ।

44
ADVERTISEMENT

ଦେବଗଡ , ୧୧/୧୦(ଡ଼ିଏଚ.ବ୍ୟୁରୋ):ଭିଜିଲାନ୍ସ ଜାଲରେ ଦେବଗଡ ତିଲେଇବଣୀ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ବେହେରା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ପୈତୃକ ବାସଭବନ, ସମେତ କଣ୍ଢଳ ଗାଁ ସ୍ଥିତ ଶ୍ବଶୁର ଘର, ଓ ତିଲେଇବଣୀ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ର ଚଢାଉ ଜାରି । ତେବେ କେତେ ପରିମାଣର ସଂପତି ଜବତ ହୋଇଛି ସେନେଇ କିଛି ଜଣାପଡ଼ିନଥିବା ସୂଚନା ।

Advertisement