ଉଦଳା,୧୦/୧୦(ଡ଼ି.ଏଚ ବ୍ୟୁରୋ):ମୟୁରଭଞ୍ଜ ଉଦଳା ଥାନା ଏନ୍ଏସି ୩ ନମ୍ବର ଓ୍ୱାର୍ଡରେ ମହିଳାଙ୍କ ବେକରୁ ଲୁଟିନେଲେ ସୁନାଚେନ୍ । ମହିଳା ଜଣକ ପ୍ରାତଃଭ୍ରମଣରେ ଯାଇଥିବା ବେଳେ ବାଇକ୍ରେ ୨ଜଣ ଲୁଟେରା ଆସି ମହିଳାଙ୍କ ବେକରୁ ସୁନାଚେନ୍ ଲୁଟିନେଇଛନ୍ତି ।ଉକ୍ତ ମହିଳା ଜଣଙ୍କ ଉଦଳା ଥାନା ଅଞ୍ଚଳର ପୁଷ୍ପଲତା ପଣ୍ଡା ବୋଲି ସୂଚନା ।


















