ବିଧାୟକଙ୍କ ଗାଡିକୁ ବୋମାମଡ ।

17
ADVERTISEMENT

କେନ୍ଦୁଝର,୧୦/୧୦(ଡ଼ି.ଏଚ ବ୍ୟୁରୋ)- ବିଧାୟକଙ୍କ ଗାଡିକୁ ବୋମାମଡ । କେନ୍ଦୁଝର ଟାଉନ ଥାନା ମାଣ୍ଡୁଆ ଅରଡେଇ ନଦୀ ନିକଟରେ ବିଧାୟକ ମୋହନ ଚରଣ ମାଝିଙ୍କ ଗାଡିକୁ ବୋମାମଡକରି ଫେରାର ହେଲେ ଦୁଇ ଜଣ ଦୁର୍ବୃତ୍ତ । ଏନେଇ ବିଧାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଦୁର୍ବୁତ କୁ ଧରିବାକୁ ଚେଷ୍ଟା ଜାରି ରଖିଥିବା ସୂଚନା ।

Advertisement