ଢେଙ୍କାନାଳ,୧୦/୦୮(ନରେନ୍ଦ୍ର ଜେନା ) :ଢେଙ୍କାନାଳ ବଳରାମମନ୍ଦିର ଠାରେ ଆଜି ଠାରୁ ଛଅ ଦିନ ବ୍ୟାପି ଝୁଲଣପର୍ବ ଅନୁଷ୍ଠିତ ହେବ। ସନ୍ଦ୍ୟା ଆଳତି ଝୁଲଣ ଦେବୀଙ୍କୁ ଠାକୁର ବିଜେ କରନ୍ତୁ ପରେ ପରେ ଠାକୁରଙ୍କ ଯଥାବିଧି ଅନୁସାରେ ପୂଜା କାର୍ଯ୍ୟକ୍ରମ ହୋଇଥାଏ । ଏହି ଝୁଲଣ ପର୍ବ ଧୁମ ଧାମରେ ରାକ୍ଷୀ ପୂର୍ଣ୍ଣମା ଦିନ ପର୍ଯ୍ୟନ୍ତ ଚାଲିବ ।