ଏଏସ୍ଆଇ ମହେଶ୍ୱର ବେହେରା ପାଇଲେ ଡିଜିପି ପୁରସ୍କାର

135
ADVERTISEMENT

କୋଦଳା,୮/୯(ସୂର୍ଯ୍ୟ ନାରାୟଣ ବଡୁ):ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ କାର୍ଯ୍ୟରତ ଏ ଏସ୍ ଆଇ ମହେଶ୍ୱର ବେହେରା ଙ୍କୁ ଡିଜିପି ପୁରସ୍କାର ସହ ସମ୍ବଦ୍ଧିତ କଲେ ଗଞ୍ଜାମ ଏସ୍ ପି ଶ୍ରୀ ବ୍ରିଜେଶ କୁମାର ରାୟ । ଉଲ୍ଲେଖନୀୟ ସେବାପାଇଁ ୨୦୨୦ ବର୍ଷରେ ଏହି ଡିଜିପି ଆୱାର୍ଡ ମିଳିଛି ଏ ଏସ୍ ଆଇ ବେହେରାଙ୍କୁ । ଭବିଷ୍ୟତରେ ଜନସାଧାରଣଙ୍କ ପ୍ରତି ସେବା ମନବୃତି, କଠିନ ପରିଶ୍ରମ ଓ ଉତ୍ସଗ୍ରୀକୃତ ସେବା ଜାରି ରଖିବାକୁ ଏସ୍ ପି ପରାମର୍ଶ ଦେଇଛନ୍ତି । ଶ୍ରୀ ବେହେରା ଗତ ଦୁଇ ବର୍ଷ ଧରି କୋଦଳା ଥାନାରେ କାର୍ଯ୍ୟରତ ଅଛନ୍ତି ।

Advertisement