Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଭୁବନେଶ୍ୱର ଆଶ୍ରମର ମହାତ୍ମା ଅଜପାନନ୍ଦଙ୍କ ସେବା ସମିତିର ଏଜୁକେସନର କାର୍ଯ୍ୟକ୍ରମ

ଭୁବନେଶ୍ୱର ଆଶ୍ରମର ମହାତ୍ମା ଅଜପାନନ୍ଦଙ୍କ ସେବା ସମିତିର ଏଜୁକେସନର କାର୍ଯ୍ୟକ୍ରମ

319
ADVERTISEMENT

ଢେଙ୍କାନାଳ, ୧୦/୦୮(ନରେନ୍ଦ୍ର ଜେନା ) : ଭୁବନେଶ୍ୱର ଆଶ୍ରମର ମହାତ୍ମା ଅଜପାନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାନବ ଉତଥାନ ସେବା ସମିତି ଶାଖା ଢେଙ୍କାନାଳ ତରଫରୁ ମିଶନ ଏଜୁକେସନର କାର୍ଯ୍ୟକ୍ରମ ଭାପୁର ଛଦେଶ ଅଂଚଳର ଲେମ୍ବୁବାରି ପ୍ରାଥମିକ ବିଦ୍ୟାଳୟ, ଟେଣୁଆ ପ୍ରାଥମିକ ବିଦ୍ୟାଳୟ,ରଙ୍ଗିଆ ପଳା ପ୍ରାଥମିକ ବିଦ୍ୟାଳୟ ଏବଂ କରଡାମଡା ପ୍ରାଥମିକ ବିଦ୍ୟାଳୟରେ ପାଠ୍ୟ ଉପକରଣ ବିତରଣ କରାଗଲା । ଢେଙ୍କାନାଳ ଶାଖାର ରାଜକିଶୋର ପ୍ରଧାନ(ଜିଲ୍ଲା ପ୍ରଧାନ),ପଙ୍କଜ ଲୋଚନ ପଣ୍ଡା(ଜିଲ୍ଲା ସଚିବ),ରାଜେଶ କୁମାର ପଣ୍ଡା(ଜିଲ୍ଲା ସଂଯୋଜକ),ଜ୍ୟୋତିକୃଷ୍ଣ ପଣ୍ଡା,ସଞ୍ଜୟ କୁମାର ପଣ୍ଡା,ଦିଲ୍ଲୀପ କୁମାର ସାହୁ,ଏଲିନା ମହାରଣା,ସତ୍ୟବ୍ରତ ମହାରଣା,ଆଶୁତୋଷ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisement