ଫରୱାର୍ଡ ବ୍ଲକ ତରଫରୁ ମାସ୍କ ଓ ସାବୁନ ବଣ୍ଟନ

369
ADVERTISEMENT

କୋଦଳା,୩/୦୭(ସୂର୍ଯ୍ୟ ନାରାୟଣ ବଡୁ): ଗଞ୍ଜାମ ଜିଲ୍ଲା ବେଗୁନିଆ ପଡା ବ୍ଲକ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଓ ବୁରୁଝରି ପଞ୍ଚାୟତର କନିଆରୀବାଡ଼ି ଠାରେ ଫରୱାର୍ଡ ବ୍ଲକ ତରଫରୁ ମାସ୍କ ସହ ସାବୁନ ବଣ୍ଟନ କରାଗଲା । କରୋନା ମହାମରୀ ସଂପର୍କରେ ସଚେତନ କଳାଯାଇଥିଲା। ଅଲ୍ ଇଣ୍ଡିଆ ୟୁଥ୍ ଲିଗ ଜିଲ୍ଲା ସାଧାରଣ ସମ୍ପାଦକ ମୁନା ନାୟକଙ୍କ ନେତୃତ୍ୱରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।

Advertisement