Friday, November 6, 2026
ADVERTISEMENT
Home ଆଞ୍ଚଳିକ ମୁର୍ତ୍ୟୁବରଣ କରିଥିବା କୋବିଡ ଯୋଦ୍ଧାଙ୍କ ଶିଶୁଙ୍କୁ ଭେଟିଲେ ଜିଲ୍ଲାପାଳ

ମୁର୍ତ୍ୟୁବରଣ କରିଥିବା କୋବିଡ ଯୋଦ୍ଧାଙ୍କ ଶିଶୁଙ୍କୁ ଭେଟିଲେ ଜିଲ୍ଲାପାଳ

257
ADVERTISEMENT

କୁକୁଡାଖଣ୍ଡି,୦୬/୦୬(ଇ.ରଞ୍ଜନ): କୁକୁଡ଼ାଖଣ୍ଡି ବ୍ଲକ୍ ପଦରବାଲି ଗ୍ରାମର ଅଙ୍ଗନବାଡି କାର୍ଯ୍ୟରେ କାର୍ଯ୍ୟରତ ଥିବା ସ୍ଵର୍ଗତ ଦୀପ୍ତିମୟୀଙ୍କ ମା ଛେଉଣ୍ଡ ଦୁଇ ଶିଶୁଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ବଳିପଦର ବାସଭବନରେ ପହଂଚି ତାଙ୍କ ପିଲାଙ୍କ ରକ୍ଷଣବେକ୍ଷଣ କରୁଥିବା ତାଙ୍କ ସ୍ୱାମୀ କେ.ହରେକୃଷ୍ଣ ଓ ୨ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଜିଲ୍ଲାପାଳ ପରେ ପିଲାଙ୍କ ଭବିଷ୍ୟତରେ ଖର୍ଚ୍ଚ ଉପରେ ଆଲୋଚନା କରିଥିଲେ l ଶିକ୍ଷା ଉର୍ନ୍ନତିର ଖର୍ଚ୍ଚ ସରକାର ତରଫରୁ ସହାୟତା ପ୍ରଧାନ ସହ ,ଦୈନନ୍ଦିନ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବଲି ଆଲୋଚନା କରିଥିଲେ ପ୍ରଥମେ ସେମାନଙ୍କ ଯାବତୀୟ ଖର୍ଚ୍ଚ ପାଇଁ ରେଡକ୍ରସ ପଣ୍ଡରୁ ୧0ଟଙ୍କା ପ୍ରଧାନ କରିଥିବା ବେଳେ ଅଙ୍ଗନବାଡି ସଂଘ ତରଫରୁ ୧0ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିରେ ବ୍ରହ୍ମପୁର ନଗର ଆୟୁକ୍ତ ବଳିରାମ ବନ୍ଦର କୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ର, ବ୍ଲକ ଶିଶୁ ମଙ୍ଗଳ ଅଧିକାରିଣୀ କୁସୁମ କୁମାରୀ ସାହୁ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ l

Advertisement