Monday, November 9, 2026
ADVERTISEMENT
Home ଆଞ୍ଚଳିକ ଜୁଆ ଅଡ୍ଡାରେ ଚଢ଼ାଉ ବହୁପରିମାଣରେ ଟଙ୍କା ଜବତ ୫ଟି ମୋବାଇଲ ଜବତ ସମେତ ୫ ଗିରଫ

ଜୁଆ ଅଡ୍ଡାରେ ଚଢ଼ାଉ ବହୁପରିମାଣରେ ଟଙ୍କା ଜବତ ୫ଟି ମୋବାଇଲ ଜବତ ସମେତ ୫ ଗିରଫ

368
ADVERTISEMENT

କୁକୁଡାଖଣ୍ଡି,୨/୦୬(ଇ.ରଞ୍ଜନ): ଲଗାତାର ଜୁଆଡ଼ିଆ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖି ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଚଢ଼ାଉ ରଖିଛି ପୋଲିସ ପୂର୍ବ ଅପେକ୍ଷା କେହି ଦିନ ଧରି ଚାଲୁଥିବା ବଡ଼ ବଡ଼ ଜୁଆ ଆଡ୍ଡା ଉପରେ ଚଢକ ପଡୁଛି ମଙ୍ଗଳବାର ପୋଲିସ ବ୍ରଜନଗର ଠାରେ ଚାଲିଥିବା ଏକ ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ୫ ଜଣ କୁ ଗିରଫ କରିବା ସହ ୨ଟି ବାଇକ ଜବତ କରି ବ୍ରଜନଗର ଅଞ୍ଚଳରେ ସନ୍ତୋଶ କୁମାର ବେହେରାଙ୍କ ଘରେ ଏହି ଜୁଆ ଅଡ୍ଡା ଚାଲିଥିଲା l ସେମାନଙ୍କ ଠାରୁ ୨୨ ୮00 ଟଙ୍କା , ୫ ଟି ମୋବାଇଲ୍ ଫୋନ୍, ତାସ,୨ ଟି ବାଇକ ଜବତ କରିଛି ପୋଲିସ..ଏ ଏନେଇ ସଦର ଥାନା ରେ.୧୬୭/୨୧ ରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି l

Advertisement