Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଓଡ଼ିଶା ଉପବାଚସ୍ପତି ରଜନୀକାନ୍ତ ସିଂହ ହସ୍‌ପିଟାଲରେ ଭର୍ତ୍ତି

ଓଡ଼ିଶା ଉପବାଚସ୍ପତି ରଜନୀକାନ୍ତ ସିଂହ ହସ୍‌ପିଟାଲରେ ଭର୍ତ୍ତି

278
ADVERTISEMENT

ଭୁବନେଶ୍ୱର,୦୮/୦୮(ଏଜେନସି ): ଓଡ଼ିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁବାର କ୍ୟାପିଟାଲ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ରଜନୀକାନ୍ତ ସିଂହ ଆଜି ସକାଳୁ ନୂତନ ଭାବରେ ମିଳିଥିବା ବଙ୍ଗଳା ଦେଖିବାକୁ ଯାଇଥିଲେ। ଏହି ସମୟରେ ଚାଲୁଥିବା ବେଳେ ହଠାତ୍‌ ତାଙ୍କର ଗୋଡ଼ ଖସିଯାଇଥିଲା। ସୂଚନାଯୋଗ୍ୟ ବିଜେଡିି ଟିକେଟରେ ରଜନୀକାନ୍ତ ଅନୁଗୁଳ ବିଧାନସଭା ଆସନରୁ ୪ ଥର ବିଧାୟକ ହୋଇଛନ୍ତି।

Advertisement