Tuesday, November 10, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡିରେ ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କଲେ କଲ୍ୟାଣୀ ସଂଘମିତ୍ରା

କୁକୁଡାଖଣ୍ଡିରେ ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କଲେ କଲ୍ୟାଣୀ ସଂଘମିତ୍ରା

235
ADVERTISEMENT

କୁକୁଡାଖଣ୍ଡି,୧/୫(ଇ ରଞ୍ଜନ):-କୁକୁଡାଖଣ୍ଡି ରେ ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କଲ୍ୟାଣୀ ସଂଘମିତ୍ରା I ପୂର୍ବରୁ ସେ ମୋହନାର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ I କୁକୁଡାଖଣ୍ଡିରେ ଥିବା ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କୁ ଗଞ୍ଜାମ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ବଦଳି ହୋଇଥିଲେ I ଲୋକଙ୍କ ଅଧୁରା କାର୍ଯ୍ୟ କୁ ପୁରା କରିବା ସହ ଚୋରା ବାଲି ମୋରମ କାର୍ଯ୍ୟ କୁ ବନ୍ଦ କରିବା ସହ ବେଆଇନ ପଥର ଖାଦନ ଉପରେ ଦୃଷ୍ଟି ଦେଇ ସରକାରୀ ରାଜସ୍ବ ବୃଦ୍ଧି କରିବା ଦିଗରେ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି I

Advertisement