Thursday, November 5, 2026
ADVERTISEMENT
Home ଆଞ୍ଚଳିକ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ମହେନ୍ଦ୍ର କୁମାର ସାହୁ

ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ମହେନ୍ଦ୍ର କୁମାର ସାହୁ

204
ADVERTISEMENT

କୁକୁଡାଖଣ୍ଡି,୨୮/୦୪(ଇ.ରଞ୍ଜନ): ସଦର ଥାନାରେ ମଙ୍ଗଳବାର ନୂତନ ଥାନା ଅଧିକାରୀ ଭାବେ ମହେନ୍ଦ୍ର କୁମାର ସାହୁ ଯୋଗ ଦେଇଛନ୍ତି l ପୂର୍ଵରୁ ଥିବା ଥାନା ଅଧିକାରୀଙ୍କ ପଦୋନ୍ନତି ହେବା ପରେ ସେ ନିଜ ଦାଇତ୍ୱ ଗ୍ରହଣ କରିଛନ୍ତି l ପୂର୍ବରୁ ମଧ୍ୟ ସେ ସଦର ଥାନାରେ ଏସଆଇ ଭାବେ କାର୍ଯ୍ୟ କରିଛନ୍ତି l ସଦର ଥାନା ଅଧୀନରେ ହେଉଥିବା ସିରିଜ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ଏସପି ଏକ ଟିମ ଗଠନ କରିଥିଲେ ତାହାର ନେତୃତ୍ୱ ମହେନ୍ଦ୍ର ନେଇ ସଫଳତା ପାଇଥିଲେ l ସଦର ଥାନାର ଇଲାକା ବଡ ଥିବାରୁ ଏବଂ ସେ ପୂର୍ବରୁ ଥାନାରେ କାମ କରିଥିବାରୁ କାର୍ଯ୍ୟ କରିବାରେ ସହଜ ହେବ ଥାନା ଅଞ୍ଚଳର କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ଏବଂ ଚୋରିକୁ ରୋକାଯିବା ଉପରେ ବିଶେଷ ଧ୍ୟାନ ଦେବେ ବୋଲି ଦାୟିତ୍ୱ ନେବା ପରେ ଥାନା ଅଧିକାରୀ ସୂଚନା ଦେଇଛନ୍ତି l

Advertisement