Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିନା ଭକ୍ତରେ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ସମାପନ ଶୀତଳା ବେଶରେ ମା ତାରାତାରିଣୀ

ବିନା ଭକ୍ତରେ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ସମାପନ ଶୀତଳା ବେଶରେ ମା ତାରାତାରିଣୀ

325
ADVERTISEMENT

ବ୍ରହ୍ମପୁର,୨୮/୦୪(ସୁଦାମ ମହାରଣା): ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ରମାସ ମଙ୍ଗଳବାର ପର୍ବ ବିନା ଭକ୍ତରେ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଯାଇଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ଶୀତଳା ବେଶରେ ମାଙ୍କୁ ସଜାଯାଇଥିଲା । କେବଳ ମହିଳା ଭକ୍ତଙ୍କ ଦ୍ଵାରା ଶୀତଳା ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ସେବାୟତ ପରିବାରର ମହିଳା ସଦସ୍ୟ ମାନେ ଏହି କାର୍ଯ୍ୟରେ ସାମିଲ ହୋଇ କରୋନା କବଳରୁ ବିଶ୍ୱକୁ ରକ୍ଷା କରିବା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।

Advertisement