Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ ; ୭ ଗୁରୁତର

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ ; ୭ ଗୁରୁତର

492
ADVERTISEMENT

ରାୟଗଡା,୨୬/୦୪(ଡ଼ି.ଏଚ/ବ୍ୟୁରୋ): ରାୟଗଡା-ବ୍ରହ୍ମପୁର ୩୨୬ ଜାତୀୟ ରାଜପଥ ମୁକୁନ୍ଦପୁର ଘାଟିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୋମବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଯାତ୍ରୀବାହୀ ବସ ଓଲଟି ୭ ଜଣ ଗୁରୁତର ହୋଇଛନ୍ତି। ବସଟି ଯାତ୍ରୀଙ୍କୁ ନେଇ ନୟାଗଡ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସମସ୍ତ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

Advertisement