ଚଳଚ୍ଚିତ୍ର ସମ୍ପାଦକ ରବି ଶଙ୍କର ପଟ୍ଟନାୟକଙ୍କ ମୃତ୍ୟୁ।

246
ADVERTISEMENT

ଭୁବନେଶ୍ୱର,୨୨/୪ (ଡି.ଏଚ ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ଶଙ୍କର ପଟ୍ଟନାୟକଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚଳଚ୍ଚିତ୍ର ଏଡିଟିଙ୍ଗ କ୍ଷେତ୍ରରେ ରବି ଶଙ୍କରଙ୍କର ବେଶ୍ ପାରଦର୍ଶିତା ଥିଲା। ସେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ । ୧୯୭୭ ମସିହାର ଚଳଚ୍ଚିତ୍ର ଅଭିମାନରୁ ସେ ସମ୍ପାଦନା ଆରମ୍ଭ କରିଥିଲେ । ୨୦୧୭ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Advertisement