Friday, November 6, 2026
ADVERTISEMENT
Home ଆଞ୍ଚଳିକ ତିତିରିଡି ବଙ୍କା ବନ୍ଧ ନିକଟରେ ପଡିଛି ନବଜାତ ଶିଶୁ ପୁତ୍ର

ତିତିରିଡି ବଙ୍କା ବନ୍ଧ ନିକଟରେ ପଡିଛି ନବଜାତ ଶିଶୁ ପୁତ୍ର

413
ADVERTISEMENT

କୋଦଳା,୧୯/୦୪(ସୂର୍ଯ୍ୟ ନାରାୟଣ ବୁଡୁ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତ ତିତିରିଡି ବଙ୍କା ବନ୍ଧ ବରଗଛ ମୂଳେ ଏକ ନବ ଜାତ ଶିଶୁଟି ମୃତ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି କାଉ, କୁକୁର ମଧ୍ୟ ଶିଶୁ ଟିକୁ ଝୁଣି ଥିବା ଭିଡ଼ିଓ ଏବଂ ଫଟୋରୁ ସ୍ଵଷ୍ଠ ବାରିହୋଉଛି । କିଏ ଏବଂ କେଉଁ କାରଣରୁ ଶିଶୁ ପୁତ୍ରଟିକୁ ରାସ୍ତା କଡରେ ଫୋପାଡି ଚାଲି ଯାଇଛି ଜଣାପଡିନାହିଁ । ଘଟଣା ସ୍ଥଳରେ ବେଗୁନିଆପଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Advertisement