Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ନଗର ଯୁବ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ପୁରୁଷୋତ୍ତମପୁର ନଗର ଯୁବ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

382
ADVERTISEMENT

ବ୍ରହ୍ମପୁର,୧୮/୦୪(ସୁଦାମ ମହାରଣା): ପୁରୁଷୋତ୍ତମପୁର ନଗର ବିଜେଡିର ଯୁବନେତା ତଥା ଏନଏସିର ପୂର୍ବତନ କାଉନସିଲର ଅଶୋକ କୁମାର ମହାଙ୍କୁଡ ନେତୃତ୍ୱରେ ନିଜ ବାସଭବନରେ କୋଭିଡ ନିୟମ ମାନି ବିଜୁବାବୁଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ବିଜୁବାବୁଙ୍କ ମହାନୀୟତା ସମ୍ପର୍କରେ ଅବଗତ କରିଥିଲେ ।ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ ।ଏହି ଅବସରେ ସ୍ଥାନୀୟ ଅଞ୍ଚଳର ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।

Advertisement