ବ୍ରହ୍ମପୁର,୧୮/୦୪(ଇ.ରଞ୍ଜନ): ବ୍ରହ୍ମପୁର ଜନାନ ହସ୍ପିଟାଲ ଠାରେ ପୁରୁଷ ମାନଙ୍କ ନିମନ୍ତେ ବିଭିନ୍ନ ଚାକଚକ୍ଷ ପୋଷାକ ସାଙ୍ଗକୁ ସ୍ୱତନ୍ତ୍ର ପୋଷାକ ଜାମା,ଚିତ୍ରକଳାକାର କୃତି ସମୂହ ସାଙ୍ଗକୁ ଟି ସାର୍ଟ ବେଲ୍ଟ ସହ ବିଭିନ୍ନ ସାମଗ୍ରୀ ବିକ୍ରିବୃଦ୍ଧି ପାଇଁ ପିଟର ଇଂଲଣ୍ଡ ଏକ ପ୍ରଦର୍ଶନ ପକୋଷ୍ଠା ସହରରେ ଥିବା ବେଳେ ଅନ୍ୟ ଏକ ସ୍ଥାନ ନିରୂପଣ କରି ଅନୁମତି ଦେଇଛି ପେଟର ଇଂଲଣ୍ଡ ସଂସ୍ଥା l

ବ୍ରହ୍ମପୁର ସହରରେ ତାହାର ଚାହିଦାକୁ ଅଧିକରୁ ଅଧିକ ବୃଦ୍ଧି କରିବା ପାଇଁ ଅନ୍ୟ ଏକ ଶୋ ରୁମକୁ ଆଜି ସୁବାରାଓ ଛକ ପାର୍ଶ୍ୱରେ ଥିବା ଶୋ ରୁମକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ବିଧାୟକ ବିକ୍ରମ କୁମାର ପଣ୍ଡା ମିଳିତ ଭାବେ ଉଦ୍ଘାଟନ କରିଛନ୍ତି, ଏହି ପ୍ରଦର୍ଶନ ପ୍ରକୋଷ୍ଟର ମାଲିକ ୬ ଭାଇଙ୍କ ଉପସ୍ଥିତ ଥିଲେ ଶ୍ରବଣ କୁମାର ସରଫ,ସୁରେଶ ସରଫ, କମଲ, ପ୍ରମୋଦ ଶିବ କୁମାର ବିନୋଦ କୁମାର ଉପସ୍ଥିତ ଥିବା ବେଳେ ପିଟର ଇଂଲଣ୍ଡ କମ୍ପାନୀର କର୍ମକର୍ତ୍ତା ଧର୍ମେନ୍ଦ୍ ସିଂ,ଖିସରୋଧ କୁମାର ପ୍ରଧାନ ଯୋଗଦେଇଥିଲେ


















