Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

323
ADVERTISEMENT

ବ୍ରହ୍ମପୁର,୧୦/୪,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କୁ ସହର ବରିଷ୍ଠ ନାଗରିକ ସଙ୍ଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଥାନା ଅଧିକାରୀଙ୍କ ଉତ୍ସର୍ଗୀତ ସେବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଅଭୟ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ । ବରିଷ୍ଠ ନାଗରିକ ସଙ୍ଘର ସଭାପତି ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଥାନା କାର୍ଯ୍ୟାଳୟରେ ଭେଟି ପୁଷ୍ପଗୁଛ୍ଛ ସହ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅଞ୍ଚଳବାସିଙ୍କ ସହଯୋଗରୁ ଏହା ସମ୍ଭବ ହୋଇ ପାରିଛି ବୋଲି ପ୍ରତିକ୍ରିୟା କହିଛନ୍ତି । ସଙ୍ଘ ସମ୍ପାଦକ ପ୍ରଫୁଲ୍ଲ କୁମାର ରଥ,ନରସିଂହ ପଣ୍ଡା, ଲକ୍ଷ୍ମୀ ପାଣିଗ୍ରାହୀ, ହରିହର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement