ବ୍ରହ୍ମପୁର,୩୧/୩ (ଇ.ରଞ୍ଜନ): ଗ୍ରୀଷ୍ମ ଋତୁ ପ୍ରାରମ୍ଭ ରୁ ହିଁ ଖରାର ପ୍ରଭାହ ବୃଦ୍ଧି ପାଇ ଗରମ ପବନର ହାଉଳି ଲୋକଙ୍କୁ ବୁଦ୍ଧିହୀନ ହୋଇ ଉପାୟ ଶୂନ୍ୟ ହୋଇଛନ୍ତି ପୂର୍ବ ଭଳି ପଞ୍ଚାୟତ ସ୍ତରରେ ପ୍ରତି ଗ୍ରାମର ରାସ୍ତା କଡ଼ରେ ପାଣି ଯୋଗାଉ ନଥିବା ଯୋଗୁଁ ଲୋକ ନିନ୍ଦା କରୁଛନ୍ତି ,ଗ୍ରୀଷ୍ମ ଋତୁର ଟାଣ ଖରାରେ ଜଳ ଦାନ କରି ମହାପୁଣ୍ୟ କରିବା ପାଇଁ ଅଞ୍ଚଳ ବାସିଙ୍କ ନିବେଦନ l


















