Friday, November 6, 2026
ADVERTISEMENT
Home ଆଞ୍ଚଳିକ ଅଗ୍ନିକାଣ୍ଡ ବିପନ୍ନଙ୍କୁ ତହସିଲଦାରଙ୍କ ଆର୍ଥିକ ସହାୟତା

ଅଗ୍ନିକାଣ୍ଡ ବିପନ୍ନଙ୍କୁ ତହସିଲଦାରଙ୍କ ଆର୍ଥିକ ସହାୟତା

204
ADVERTISEMENT

ବ୍ରହ୍ମପୁର,୨୭/୩,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଗୁରୁବାର ଅପରାହ୍ନ ରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ଟି ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି ।ଘଟଣା ସ୍ଥଳରେ ରାଜସ୍ୱ ସୁପରଭାଇଜର ସୁଦାମ ପ୍ରଧାନ, ରାଜସ୍ବ ନିରକ୍ଷକ ସୁକାନ୍ତକୁମାର ମଲ୍ଲିକ,ଅମିନ ଅରୁଣ କୁମାର ଡାକୁଆ ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ କରିଥିଲେ । ତହସିଲଦାର ନିତିଶ କୁମାର ତ୍ରିପାଠୀ ଶୁକ୍ରବାର ପୂର୍ବାହ୍ନରେ କ୍ଷତିଗ୍ରସ୍ତ ପ୍ରତ୍ୟେକ ପରିବାର କୁ ୧୦ ହଜାର ଟଙ୍କାର ଚେକ ସହ ପାଲ ପ୍ରଦାନ କରିଛନ୍ତି ।

Advertisement