ରାସ୍ତା ପାର୍ଶ୍ଵରେ ଡ଼ଷ୍ଟପୀନ ଥାଇ ସୁଦ୍ଧା ରାସ୍ତାରେ ଅଳିଆ ଆବର୍ଜନା କୁଢ଼ କୁଢ଼ ଜମା ହେଉଛି

234
ADVERTISEMENT

ଢେଙ୍କାନାଳ ୭/୮,( ନରେନ୍ଦ୍ର ଜେନା): ଢେଙ୍କାନାଳ ପି ଡବ୍ଲୁ କଲୋନୀରେ ଅଳିଆ ଆବର୍ଜନା ଡ଼ଷ୍ଟପୀନ ବକ୍ସ ଥାଇ ମଧ୍ୟ ରାସ୍ତା ମଧ୍ୟରେ କୁଢ଼ କୁଢ଼ ଆବର୍ଜନା ପକାଇଥାନ୍ତି । ମୁନସିପାଲଟି ଏହାକୁ ଦେଖି ମଧ୍ୟ ଅଣ ଦେଖା କରୁଛି । ଏହା ଫଳରେ ଡେଙ୍ଗୁ ଓ ଅନ୍ୟନ୍ୟ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି ।

Advertisement