Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗଛରେ ଝୁଲି ଜଣେ ଯୁବକଙ୍କ ଆତ୍ମହତ୍ୟା

ଗଛରେ ଝୁଲି ଜଣେ ଯୁବକଙ୍କ ଆତ୍ମହତ୍ୟା

220
ADVERTISEMENT

ଗଜପତି,୨୦/୩(ପ୍ରଭାତ କୁମାର ପାତ୍ର): ଗୁରାଣ୍ଡି ଥାନା ଅନ୍ତର୍ଗତ ରାଜ ସୀତାପୁର ଜେ.ଆଇ.ଟି.ଏମ ମୂଖ୍ୟ ଫାଟକ ନିକଟ ଗଛରେ ଝୁଲି ଜଣେ ଯୁବକଙ୍କ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ। ସକାଳୁ କିଛି ଲୋକ ଦେଖିବା ପରେ ଲୋକଙ୍କ ଭିଡ ଜମିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ପହଁଞ୍ଚିବା ପରେ ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଜଣାପଡ଼ିବ। ଲାଲ ରଙ୍ଗର ସାର୍ଟ ସହ କଳା ରଙ୍ଗର ପେଣ୍ଟ ପିନ୍ଧି ଏକ ଚୁନି ଲଗାଇ ରାସ୍ତା କଡର ଚାକୁଣ୍ଡା ଗଛରେ ଝୁଲି ରହିଛି ମୃତ ଶରୀର ।

Advertisement