Friday, November 6, 2026
ADVERTISEMENT
Home ଆଞ୍ଚଳିକ ନକଲି ମଦ କାରଖାନା ସଦର ପୋଲିସ ଦ୍ୱାରା ଚଢ଼ାଉ

ନକଲି ମଦ କାରଖାନା ସଦର ପୋଲିସ ଦ୍ୱାରା ଚଢ଼ାଉ

484
ADVERTISEMENT

ବ୍ରହ୍ମପୁର,୧୭/୩,(ଇ,ରଞ୍ଜନ): ସଦର ଇଲାକାଧିନ ଅଞ୍ଚଳରେ ସୋମବାର ବ୍ରହ୍ମପୁର ଉପଜିଲ୍ଲାପାଳ ଜଗଦଳପୁର ଅଞ୍ଚଳରେ ଗୁଟଖା କାରଖାନାରେ ଚଢାଉ କରିଥିବା ବେଳେ ମଙ୍ଗଳବାର ରାତ୍ରରେ ସଦର ପୋଲିସ ଦୀର୍ଘଦିନ ଧରି ଚାଲିଥିବା ନକଲି ମଦ କରବାର ବୃଦ୍ଧିକୁ ସଦର ପୋଲିସ ରୋକ ଲଗାଇ ଜବତ କରିବା ସହ ୩ ଜଣ ଯୁବକଙ୍କୁ ଅଟକ ରଖିଛି । ସେମାନେ ଲୋଚାପଡ଼ା ଥିବା ଶୁଣାଯାଉଛି ଲୋଚାପଡ଼ା ନିକଟରେ ଥିବା ପଲ୍ଲୀଗାଁ ବା ଜି.ଜଗନ୍ନାଥପୁର ଅଞ୍ଚଳରେ ବେଆଇନ ନକଲି ମଦ ପ୍ରସ୍ତୁତରେ ୩ଜଣ ଗିରଫ ସେମାନେ ହେଲେ ଲଡ଼ୁ ପାତ୍ର, ତିରୁପତି ଦାସ,ସୁଜିତ ଦାସ ଥାନା ରେ ଅଟକ ଥିବା ସୂଚନା ।

Advertisement